Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସଂଘର୍ଷ କରୁଛି ପାକିସ୍ତାନୀ ଟିମ୍, ଟିମର କିଛି ଖେଳାଳି ଜ୍ୱରରେ ପୀଡିତ

ନୂଆଦିଲ୍ଲୀ- ବିଶ୍ୱକପ କ୍ରିକେଟରେ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଛି ପାକିସ୍ତାନୀ ଟିମ୍ । ଦଳର କିଛି ଖେଳାଳି ଜ୍ୱରରେ ପୀଡିତ । ଖେଳାଳିଙ୍କ ମଧ୍ୟରେ ବୋଲର୍ ଶାହୀନ ଅଫରିଦି ସାମିଲ ଅଛନ୍ତି ।
ପାକିସ୍ତାନ ଟିମ ପରିଚାଳନା କମିଟିର ବୟାନ ଅନୁସାରେ ଜ୍ୱରରେ କିଛି ଖେଳାଳି ପୀଡିତ ଅଛନ୍ତି । ମେଡିକାଲ ଟିମ୍ ଏବେ ଖେଳାଳିଙ୍କ ଉପରେ ପୂରା ନଜର ରଖିଛନ୍ତି ।

Show More

Related Articles

Back to top button