Breaking PLUSଓଡ଼ିଶାମୁଖ୍ୟ ଖବର

କୃଷି ବୀମା ନାଁରେ ଦଲାଲି, ୧୪ ଜଣ ଗିରଫ

ବଲାଙ୍ଗିର- କୃଷି ବୀମା ନାଁରେ ଦଲାଲି କରି ୧୪ ଜଣ ଗିରଫ । ସମସ୍ତ ଗିରଫ ୧୪ ଜଣ ଜନସେବା କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗିରଫ କଲା ବଲାଙ୍ଗିର ପୋଲିସ । କୃଷି ବୀମା ନାଁରେ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । କୃଷି ବିଭାଗର ଅଭିଯୋଗ ପରେ ଚଢ଼ାଉ କରି ଧରିଲା ପୋଲିସ

Show More

Related Articles

Back to top button