Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
୯ରୁ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିବ ବିଜେପି
ଭୁବନେଶ୍ୱର- ୯ରୁ ବିଜେପିର ଗାଁକୁ ଚାଲ ଅଭିଯାନ । ଗ୍ରାମୀଣ ଭୋଟ୍ ହାତେଇବା ପାଇଁ ବିଜେପିର ସ୍ବତନ୍ତ୍ର ରଣନୀତି । ଫେବ୍ରୁଆରୀ ୯ରୁ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିବ ବିଜେପି । ‘ଫେବ୍ରୁଆରୀ ୯ରୁ ୧୧ ତାରିଖ ଯାଏଁ ୩ ଦିନ ଚାଲିବ ଅଭିଯାନ’ ।
‘ଓଡ଼ିଶାର ୧ କୋଟି ପରିବାର ପାଖରେ ପହଞ୍ଚିବାକୁ ଦଳର ଲକ୍ଷ୍ୟ’ । ‘କେନ୍ଦ୍ର ଦେଉଥିବା ସହାୟତା ବାବଦରେ ଲୋକଙ୍କୁ ସଚେତନ କରାଯିବ’ । ସୂଚନା ଦେଲେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ।