Breaking PLUSଦେଶମୁଖ୍ୟ ଖବର

ତ୍ରିପୁରାରେ ବନ୍ୟା ବିତ୍ପାତ, 22 ମୃତ

ତ୍ରିପୁରାରେ ବନ୍ୟା ବିତ୍ପାତ । ତ୍ରିପୁରାରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଶୁକ୍ରବାର ଆଉ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ସାଉଥ୍‌ ତ୍ରିପୁରା ଜିଲାର ଶାନ୍ତିବଜାର ଅଞ୍ଚଳରେ ଅତଡା ଖସି ଦୁଇଟି ପରିବାରର ସାତଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ରାଜ୍ୟର ୮ଟି ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ବନ୍ୟା ଯୋଗୁଁ ୧୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବାୟୁସେନା ପକ୍ଷରୁ ଦୁଇଟି ପରିବହନ ବିମାନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି

Show More

Related Articles

Back to top button