Breaking PLUSଦେଶ ବିଦେଶମୁଖ୍ୟ ଖବର

ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ଅଟକ

ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତାଙ୍କୁ ଅଟକ ରଖିଲା ପୋଲିସ । ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରେ ପଲ୍ ଡୁରୋଭ ଅଟକ । ପ୍ରାଇଭେଟ୍‌ ଜେଟରେ ଆଜରବାଇଜାନ ଯିବା ବେଳେ ଡୁରୋଭଙ୍କୁ ଅଟକ ରଖିଛି ପୋଲିସ । ପଲ୍ ଡୁରୋଭ ନାଁରେ ପୂର୍ବରୁ ଗିରଫ ୱାରେଣ୍ଟ ଜାରି କରିଥିଲା ଫ୍ରାନ୍ସ  । ଟେଲିଗ୍ରାମ ଦ୍ବାରା ଅପରାଧିକ ଗତିବିଧି ଚଳାଉଥିବା ଅଭିଯୋଗ ହୋଇଥିଲା ।

Show More

Related Articles

Back to top button