Breaking PLUSଓଡ଼ିଶାମୁଖ୍ୟ ଖବର

4ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର- ସେପ୍ଟେମ୍ବର ୪ ତାରିଖରେ ଶ୍ରୀକାକୁଲମ ଓ ବିଶାଖାପାଟଣା ନିକଟବର୍ତ୍ତୀ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଉତ୍ତର ଦିଗରେ ଗତି କରି ୭ ଓ ୮ ତାରିଖ ବେଳକୁ ଓଡ଼ିଶା ଉପକୂଳ ନିକଟରେ ରହିବ ଏବଂ ଛତିଶଗଡ଼ ଆଡ଼େ ମୁହାଁଇବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ।

Show More

Related Articles

Back to top button