Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରୁ ବ୍ରାଉନସୁଗର ଜବତ

ଭୁବନେଶ୍ୱର-  ରାଜଧାନୀରୁ ଜବତ ହୋଇଛି ବ୍ରାଉନସୁଗାର। ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳରୁ ଅବକାରୀ ପୁଲିସ ୨୭୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ୩ ଦଲାଲଙ୍କୁ ବି ପୁଲିସ ଗିରଫ କରିଛି। ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଦଲାଲଙ୍କ ସହିତ ଡିଲ୍‌ କରୁଥିବାବେଳେ ପୁଲିସ ଚଢ଼ାଉ କରି ଏହାର ପର୍ଦ୍ଦାଫାଶ କରିଥିଲା।

Show More

Related Articles

Back to top button