Breaking PLUSଓଡ଼ିଶାମୁଖ୍ୟ ଖବର
୮, ୧୮୩ ସରକାରୀ ଗାଡ଼ି ୧୫ ବର୍ଷ ପୁରୁଣା
ଭୁବନେଶ୍ୱର--୨୦୨୩-୨୪ ବର୍ଷ ସୁଦ୍ଧା ୮, ୧୮୩ ସରକାରୀ ଗାଡ଼ି ୧୫ ବର୍ଷ ପୁରୁଣା ଅଟେ । ଏନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଉତ୍ତର ରଖିଛନ୍ତି । ‘୮, ୧୮୩ଟି ଗାଡ଼ି ୧୫ ବର୍ଷ ପୁରୁଣା, ସେଥିରୁ ୭୨୦୪ଟି ନିଲାମ ହୋଇଛି’ । ୩୧୫୯ଟି ଗାଡ଼ି ସ୍କ୍ରାପ୍ କରାଯାଇଥିବା ପରିବହନ ମନ୍ତ୍ରୀ ସୂଚନା ରଖିଛନ୍ତି । ‘ଖୋର୍ଦ୍ଧାରେ ଗୋଟିଏ ସ୍କ୍ରାପିଂ ସେଣ୍ଟର କାର୍ଯ୍ୟକ୍ଷମ, କେନ୍ଦୁଝରରେ ସଂଗ୍ରହ କେନ୍ଦ୍ର’ ହେଉଛି ।