Breaking PLUSଓଡ଼ିଶାମୁଖ୍ୟ ଖବର

ସିଏମ୍‌ କିଷାନ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ସିଏମ୍‌ କିଷାନ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏହି ନୂଆ ପୋର୍ଟାଲରେ ସିଏମ୍‌ କିଷାନ ଓ ପିଏମ୍‌ କିଷାନ ତଥ୍ୟ ରହିବ ।ସିଏମ୍‌ କିଷାନ ଓ ପିଏମ୍‌ କିଷାନ ମାପଦଣ୍ଡରେ ସାମାନ୍ୟ ଫରକ ରହିଛି । ପଞ୍ଜୀକୃତ ଚାଷୀ ଓ ହିତାଧିକାରୀଙ୍କ ସଂଖ୍ୟାରେ ତାରତମ୍ୟ ରହିଛି  । ଆଜିଠୁ ଦୁଇମାସ ମଧ୍ୟରେ ଏହି ସମସ୍ୟାକୁ ଦୂର କରାଯିବ । ପଞ୍ଜୀକୃତ ଚାଷୀଙ୍କୁ ଆମେ ହିତାଧିକାରୀ ତାଲିକାକୁ ଆଣିବୁ । ଆଜିଠୁ କୃଷକ ୟୁନିଫାଏଡ୍‌ ପୋର୍ଟାଲର ମଧ୍ୟ ଶୁଭାରମ୍ଭ ହେଲା ।  କୃଷକ ୟୁନିଫାଏଡ୍‌ ପୋର୍ଟାଲରେ କୃଷି ସମ୍ବନ୍ଧୀୟ ସବୁ ତଥ୍ୟ ରହିବ  ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button