Breaking PLUSଓଡ଼ିଶାମୁଖ୍ୟ ଖବର

ଯାଜପୁର ସହରର ଗାନ୍ଧୀ ଛକରେ ଗାତରେ ଫସିଲେ ୨ ଶ୍ରମିକ

ଯାଜପୁର-ଯାଜପୁର ସହରର ଗାନ୍ଧୀ ଛକରେ ଗାତରେ ଫସିଛନ୍ତି ୨ ଶ୍ରମିକ । ଅଗ୍ନିଶମ ବାହିନୀ ଦ୍ୱାରା ଦୁଇ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଜଣଙ୍କ ଅବସ୍ଥା ଭଲ ଥିଲା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଟେଲିଫୋନ୍‌ ଅଣ୍ଡରଗ୍ରାଉଣ୍ଡ ୱେୟାରିଂ ପାଇଁ କାମ ବେଳେ ମାଟି ଧସିପଡିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button