Breaking PLUSଓଡ଼ିଶାମୁଖ୍ୟ ଖବର
ତୁରେକେଲା ବ୍ଲକ କନ୍ଦାଗାଡ଼ ଗାଁରେ ବ୍ୟାପିଲା ଝାଡ଼ାବାନ୍ତି
ବଲାଙ୍ଗିର: ତୁରେକେଲା ବ୍ଲକ କନ୍ଦାଗାଡ଼ ଗାଁରେ ବ୍ୟାପିଲା ଝାଡ଼ାବାନ୍ତି । ୫ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ୩ ଗୁରୁତର ତୁରେକଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗାଁରେ ପ୍ରାୟ ୩୦ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହାପରେ ଗାଁରେ ଏବେ ପହଞ୍ଚିଛି ମେଡିକାଲ୍ ଟିମ୍ ।