Breaking PLUSଓଡ଼ିଶାମୁଖ୍ୟ ଖବର

ଝାଡ଼ାବାନ୍ତିରେ ସପ୍ତାହକରେ ୪ ଜଣଙ୍କ ମୃତ୍ୟୁ

ରାୟଗଡ଼ା- ରାୟଗଡାରେ ବ୍ୟାପିଛି ଝାଡାବାନ୍ତି ।  ଝାଡ଼ାବାନ୍ତିରେ ସପ୍ତାହକରେ ୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । କଲ୍ୟାଣସିଂହପୁର ଲାମ୍ବେରି ଗାଁରେ ଝାଡ଼ାବାନ୍ତିରେ ମୃତ୍ୟୁ ଅଭିଯୋଗ ହୋଇଛି । ଗାଁରେ ଏବେ ୩୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗାଁରେ ପହଞ୍ଚି ଚିକିତ୍ସା ଚଳାଇଛନ୍ତି ୨ ଜଣିଆ ସ୍ବାସ୍ଥ୍ୟ କର୍ମୀ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button