Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ବେପାରୁଆ ଗାଡି ଚାଳନା, 5 ଗିରଫ

ଭୁବନେଶ୍ୱର –  ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଗାଡି ଚଳାଇବା ଘଟଣାରେ ସୋମବାର ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଏହାସହ ୨ଟି ଗାଡିକୁ ମଧ୍ୟ ପୁଲିସ ଜବତ କରିଛି । ଏମାନେ ରୂପାଲି ଛକ ନିକଟରେ ଟ୍ରାଫିକ୍‌ ନିୟମ ଭାଙ୍ଗିଥିଲେ । ୪ଟି କାର୍‌ ବେପରୁଆ ଭାବେ ଗାଡି ଚଳାଇ ଆତଙ୍କ ଖେଳାଇଥିଲେ । ଗୋଟିଏ କାର୍‌ ଫୁଟ୍‌ପାଥ୍‌କୁ ମାଡିଯାଇ ଚାଲୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button