Breaking PLUSଓଡ଼ିଶାମୁଖ୍ୟ ଖବର

ଭରତପୁର ଥାନା ମାମଲା: 24ରେ ବିଜେଡିର ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା

ଭୁବନେଶ୍ୱର-  ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା। ଏହାର ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ୬ ଘଣ୍ଟିଆ ଭୁବନେଶ୍ଵର ବନ୍ଦ ଡାକରା ଦେଇଛି ବିଜେଡି। ଭରତପୁର ଥାନା ଲଜ୍ଜା ଘଟଣା ଯୋଗୁଁ ରାଜ୍ୟର ସମ୍ମାନ ଭୂଲୁଣ୍ଠିତ ହୋଇଛି। ଏହି ଘଟଣା ନାଗରିକ ସମାଜକୁ ଗଭୀର ଆଘାତ ଦେଇଛି। ଘଟଣାକୁ ଲୁଚାଇ ଦେବାକୁ ଉଦ୍ୟମ କରାଯାଇଥିଲା। ହାଇକୋର୍ଟଙ୍କ ଯୋଗୁଁ ଘଟଣା ଲୁଚି ରହିପାରିଲାନି। ତେବେ ବନ୍ଦ ଡାକରା ନେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button