Breaking PLUSଦେଶମୁଖ୍ୟ ଖବର

ଦ୍ୱିତୀୟ ପର୍ଯ୍ୟାୟରେ ଜମ୍ମୁ କଶ୍ମୀରରେ ଭୋଟିଂ

ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପଇଁ ଆଜି (ବୁଧବାର) ଦ୍ବିତୀୟ ପର୍ଯ୍ୟାୟରେ ୨୬ ଆସନ ପାଇଁ ଭୋଟଗ୍ରହଣ କରାଯାଇଛି । ଏଥିମଧ୍ୟରୁ କାଶ୍ମୀର ଅଞ୍ଚଳରେ ୧୫ ଓ ଜାମ୍ମୁ ଅଞ୍ଚଳର ୧୧ ଆସନ ଅନ୍ତର୍ଭୁକ୍ତ। ଏହି ପର୍ଯ୍ୟାୟରେ ମୋଟ ୨୩୯ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା, ବିଜେପି ରାଜ୍ୟ ଶାଖା ସଭାପତି ରବୀନ୍ଦ୍ର ରୈନା, ପିସିସି ସଭାପତି ତାରିକ୍‌ ହମିଦ କାରା ଏବଂ ଆପ୍‌ନି ପାର୍ଟି ମୁଖ୍ୟ ଅଲତାଫ୍‌ ବୁଖାରୀ ଅନ୍ୟତମ। ଏହି ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି ।

 

 

Show More

Related Articles

Leave a Reply

Your email address will not be published. Required fields are marked *

Back to top button