Breaking PLUSଓଡ଼ିଶାମୁଖ୍ୟ ଖବର

ରାସ୍ତା ଉପରେ ହେବନି ଦଶହରା ତୋରଣ

କଟକ- କୌଣସି ରାସ୍ତା ଉପରେ ତୋରଣ ନିର୍ମାଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପୂର୍ବରୁ ଡିଜେ ମୁକ୍ତ, ମଦ ମୁକ୍ତ ଓ ପଲିଥିନ ମୁକ୍ତ ଦଶହରା ପାଳନ ପାଇଁ ସ୍ଥିର ହୋଇଥିବା ବେଳେ ଏବେ ହାଇକୋର୍ଟ ଆଜି ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି। ଏଥି ସହ ରାସ୍ତା ଉପର ଦେଇ ଯାଇଥିବା କେବୁଲ ଓ ତାର ସମ୍ପୂର୍ଣ୍ଣ ହଟାଇବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button