Breaking PLUSଓଡ଼ିଶାମୁଖ୍ୟ ଖବର

ଦୁର୍ଘଟଣା ପରେ ଜଳିଗଲା ବାଇକ, ଚାଳକ ଜୀବନ୍ତ ଦଗ୍ଧ

ବୀରମିତ୍ରପୁର: ଦୁର୍ଘଟଣା ପରେ ଜଳିଗଲା ବାଇକ, ଚାଳକ ଜୀବନ୍ତ ଦଗ୍ଧ  । ପୁଳପାଣି ରାସ୍ତାରେ ମୁହାଁମୁହିଁ ଧକ୍କା ପରେ ଜଳିଯାଇଛି ୨ ବାଇକ୍ । ଜଣଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ, ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୨ ଗୁରୁତର ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି ।  ୩ ଜଣଙ୍କ ପରିଚୟ ମିଳିନି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button