Breaking PLUSଓଡ଼ିଶାମୁଖ୍ୟ ଖବର

ଭଦ୍ରକ ଓ ଧାମନଗର ଉତ୍ତେଜନା ଘଟଣାରେ ଗିରଫଙ୍କ ସଂଖ୍ୟା ୨୨କୁ ବୃଦ୍ଧି

ଭୁବନେଶ୍ୱର-ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଗତକାଲି ଭଦ୍ରକ ସହରରେ ତୁମୂଳକାଣ୍ଡ ଘଟି ସୃଷ୍ଟି ହୋଇଥିବା ଉତ୍ତେଜନା ମୂଳକ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି  । ଭଦ୍ରକ ଓ ଧାମନଗର ଉତ୍ତେଜନା ଘଟଣାରେ ଗିରଫଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି ।  ଆଉ ୭ ଜଣଙ୍କୁ ପୋଲିସ ଗିରଫ କରିଥିବା ପୂର୍ବାଞ୍ଚଳ ଡିଆଇଜିଙ୍କ ସୂଚନା । ପୁରୁଣାବଜାର ଥାନା ଅଞ୍ଚଳର ୧୨ ଓ ଧାମନଗର ଥାନା ଅଞ୍ଚଳରୁ ୧୦ ଗିରଫ  । ଏବେ ବି ୧୬୩ ବଳବତ୍ତର, ବନ୍ଦ ରହିଛି ଇଣ୍ଟରନେଟ୍ ସେବା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button