Breaking PLUSଓଡ଼ିଶାମୁଖ୍ୟ ଖବର

ଧାମନଗରରେ ପହଞ୍ଚିଲେ ପୁଲିସ ଡିଜି ୱାଇ.ବି ଖୁରାନିଆ

ଭଦ୍ରକ- ଭଦ୍ରକ ଧାମନଗରରେ ପହଞ୍ଚିଛନ୍ତି ପୁଲିସ ଡିଜି ୱାଇ.ବି ଖୁରାନିଆ। ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଆଲୋଚନା କରୁଛନ୍ତି। ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଧାମନଗରରେ ଉତ୍ତେଜନା ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ସ୍ଥିତି ନେଇ ସମୀକ୍ଷା କରୁଛନ୍ତି ଡିଜିପି। ଜିଲ୍ଲପାଳ ଓ ଏସପିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଯାବତ ଘଟଣାରେ ୨୭ଜଣଙ୍କୁ ଗିରଫ କରିଛି ପୁଲିସ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button