Breaking PLUSଓଡ଼ିଶାମୁଖ୍ୟ ଖବର

ମହାନଦୀରେ ଅଷ୍ଟମ ଶ୍ରେଣୀର ୨ ପିଲା ବୁଡ଼ିବା ଘଟଣା, ମୃତଦେହ ଉଦ୍ଧାର

କଟକ- ମହାନଦୀରେ ଅଷ୍ଟମ ଶ୍ରେଣୀର ୨ ପିଲା ବୁଡ଼ିବା ଘଟଣା । ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ । ଗତକାଲି ଜଗତପୁର ବାଲିସାହି ନିକଟରେ ବୁଡ଼ିଯାଇଥିଲେ ଦୁଇଛାତ୍ର । -ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା, ଆଉ ଜଣେ ନିଖୋଜ ରହିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button