Breaking PLUSଓଡ଼ିଶାମୁଖ୍ୟ ଖବର

ଶାରଳା ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର -ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା ମନ୍ଦିରରେ ବଦଳିଲା ଘିଅ । ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଘିଅ ଫେରସ୍ତ ପରେ ଆସିଲା ନୂଆ ଘିଅ । ବ୍ୟବହାର ପାଇଁ ଓମ୍‌ଫେଡ୍‌ ପକ୍ଷରୁ ୧୫ ଟିଣ ନୂଆ ଘିଅ ଆସିଲା । ନିମ୍ନମାନର ଘିଅ ବ୍ୟବହାର ନେଇ ଅଭିଯୋଗ ପରେ ଘିଅ ଯାଞ୍ଚ ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button