Breaking PLUSଓଡ଼ିଶାମୁଖ୍ୟ ଖବର
ନବରଙ୍ଗପୁରରେ ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ତେଜିଲା ବିବାଦ
ଭୁବନେଶ୍ନୱର- ବରଙ୍ଗପୁରରେ ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ତେଜିଲା ବିବାଦ । ଅନ୍ୟଜିଲ୍ଲାର ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଜଏନ୍ ସୁଯୋଗ ମିଳୁନି । ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକ ବ୍ୟତୀତ ଅନ୍ୟମାନଙ୍କୁ ବିରୋଧ । ନିରାଶ ହେଉଛନ୍ତି ସରକାରଙ୍କ ଦ୍ବାରା ନିଯୁକ୍ତ ଅନ୍ୟ ଜିଲ୍ଲାର ଶିକ୍ଷକ । ସମଗ୍ର ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍କୁଲ୍ରେ ଏପରି ସ୍ଥିତି ସୂଚନା ।