Breaking PLUSଓଡ଼ିଶାମୁଖ୍ୟ ଖବର
ଦୋକାନରେ ପଶି ଦିବ୍ୟାଙ୍ଗଙ୍କୁ ପିଟିଲେ ୪ରୁ ୫ ଜଣ ଯୁବକ

ସାଲେପୁର: ଦୋକାନରେ ପଶି ଦିବ୍ୟାଙ୍ଗଙ୍କୁ ପିଟିଲେ ୪ରୁ ୫ ଜଣ ଯୁବକ । ନେମାଳ ଥାନା ବରକୋଳିଆ ବଜାରରେ ଦିବ୍ୟାଙ୍ଗଙ୍କୁ ମାଡ଼ ମାରିଲେ ।୪ରୁ ୫ ଜଣ ଦୋକାନରେ ପଶି ମାଡ଼ ମାରୁଥିବା ସିସିଟିଭିରେ ରେକର୍ଡ ।ପୂର୍ବ ଶତ୍ରୁତାରୁ ଆକ୍ରମଣ ସୂଚନା ମିଳିଛି । ଉଭୟ ପକ୍ଷରୁ ଥାନାରେ ଏତଲା ।