Breaking PLUSଓଡ଼ିଶାମୁଖ୍ୟ ଖବର

ରାଉରକେଲାରେ ଯୁବକଙ୍କୁ ଗୁଳିମାଡ

ରାଉରକେଲା: ଟ୍ରାଫିକ ଗେଟ୍ ମାର୍କେଟରେ ଯୁବକଙ୍କୁ ଗୁଳିମାଡ଼  । ଯୁବକଙ୍କ ସହ ୨ରୁ ୩ ଦୁର୍ବୃତ୍ତଙ୍କ ବଚସା ପରେ ଗୁଳିମାଡ଼ । ଗୁଳିମାଡ଼ରେ ଯୁବକ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button