Breaking PLUSଓଡ଼ିଶାମୁଖ୍ୟ ଖବର

କେନ୍ଦୁଝରରେ ଓଲଟିଲା କୁକୁଡା ବୋଝେଇ ପିକଅପ ଭ୍ୟାନ

କେନ୍ଦୁଝର- କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନଂ ଜାତୀୟ ରାଜପଥରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସକାଳୁ ଏକ କୁକୁଡା ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ପଡିଥିଲା। ଗାଡିଟି ଅନୁଗୁଳରୁ କୁକୁଡା ନେଇ ରାଇରଙ୍ଗପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ଗାଡି ଓଲଟିବା ଯୋଗୁଁ ଅନେକ କୁକୁଡା ମରିଯାଇଥିବାବେଳେ ସ୍ଥାନୀୟ ଲୋକେ କୁକୁଡା ସବୁକୁ ବୋହି ନେଇଯାଉଥିବାର ଦେଖିବାକୁ ମିଳିଛି।

Show More

Related Articles

Back to top button