Breaking PLUSଓଡ଼ିଶାମୁଖ୍ୟ ଖବର

ତେଲେଙ୍ଗାନାରେ ଏନ୍‌କାଉଣ୍ଟରରେ ୭ ମାଓବାଦୀ ନିହତ

ତେଲେଙ୍ଗାନାରେ ଏନ୍‌କାଉଣ୍ଟରରେ ୭ ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ପକ୍ଷରୁ ହୋଇଥିବା ଏକ ସ୍ବତନ୍ତ୍ର ଅପରେସନରେ ୭ ମାଓବାଦୀଙ୍କର ଏନକାଉଣ୍ଟରରେ  ମୃତ୍ୟୁ ଘଟିଛି। ଏହି ପ୍ରସଙ୍ଗରେ ମୁଲୁଗୁ ଏସପି ଶାବରିଶ କହିଛନ୍ତି ଯେ ଏନ୍ତୁରୁନଗରାମ ଜଙ୍ଗଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି। ଏହା ସହିତ ପୁଲିସ ୨ଟି ଏକେ-୪୭ ବନ୍ଧୁକ ଜବତ କରିଥିବା କୁହାଯାଉଛି।

Show More

Related Articles

Back to top button