Breaking PLUSଓଡ଼ିଶାମୁଖ୍ୟ ଖବର

ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣି ଗିରଫ

ଭୁବନେଶ୍ୱର, 10 ଡିସେମ୍ବର- ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣି ଦେବଯାନୀ କରଙ୍କୁ ଗିରଫ କଲା ଭିଜିଲାନ୍ସ । ଜମି କାଗଜପତ୍ର ବାବଦକୁ ୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ ଦେବଯାନୀ । ଅଫିସ୍‌ ଯାଞ୍ଚ ବେଳେ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମିଳିଥିଲା ।

ଏଠାରେ ସୂଚନାଯୋଗ୍ୟ, ଗତକାଲି ଜଣେ ବ୍ୟକ୍ତିଙ୍କ ଠାରୁ 20ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ  । ତାଙ୍କ ଠାରୁ ଲାଂଚ ଟଙ୍କା ଜବତ କରାଯାଇଥିଲା ।

 

Show More

Related Articles

Back to top button