Breaking PLUSଓଡ଼ିଶାମୁଖ୍ୟ ଖବର

ଜମିଜମା କିଣାବିକା ହେବ ସମ୍ପୂର୍ଣ୍ଣ କ୍ୟାସଲେସ୍‌

ଭୁବନେଶ୍ୱର- ଆଗାମୀ ଦିନରେ ଜମିଜମା କିଣାବିକା ସମ୍ପୂର୍ଣ୍ଣ କ୍ୟାସଲେସ୍‌ ହେବ  ।ଜମିଜମା କିଣାବିକାକୁ କ୍ୟାସଲେସ୍‌ କରିବାକୁ ଯୋଜନା କରାଯାଇଛି ।  ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  । ଏହାଦ୍ୱାରା ଲାଞ୍ଚ କାରବାରକୁ ରୋକାଯାଇପାରିବ ।

Show More

Related Articles

Back to top button