Breaking PLUSଓଡ଼ିଶାମୁଖ୍ୟ ଖବର

ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

କଟକ: ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ବେଲଭ୍ୟୁ ଛକରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  । ବ୍ରୋଞ୍ଜରେ ନିର୍ମିତ ୧୦ ଫୁଟର ପ୍ରତିମୂର୍ତ୍ତି, ଓଜନ ୧୦ କୁଇଣ୍ଟାଲ ରହିଛି ।

Show More

Related Articles

Back to top button