Breaking PLUSଓଡ଼ିଶାମୁଖ୍ୟ ଖବର
ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁସାରେ ଦେବୁ- ଦୀପାଳି
ନବ ଦାସ ହତ୍ୟା ପ୍ରସଙ୍ଗରେ ଦୀପାଳି ଦାସଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, 19 ଜାନୁୟାରୀ – ନବ ଦାସ ହତ୍ୟା ପ୍ରସଙ୍ଗରେ ଦୀପାଳି ଦାସ ପ୍ରତିକ୍ରିୟା ରଖିଛନ୍ତି। ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁସାରେ ଦେବୁ ବୋଲି ଦୀପାଳି କହିଛନ୍ତି । ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି । ପରିବାରରେ ଆଲୋଚନା ଚାଲିଛି, ନିଶ୍ଚିତ ଲେଖିକି ଜଣାଇବୁ ।