Breaking PLUSଦେଶ ବିଦେଶମୁଖ୍ୟ ଖବର

କ୍ବାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ

ଆମେରିକାରେ ହେବାକୁ ଯାଉଛି କ୍ବାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ । ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ କ୍ବାଡ୍ ବୈଠକ ଅନୁଷ୍ଟିତ ହେବ |ଏହି ବୈଠକରେ ଭାରତ, ଆମେରିକା,ଜାପାନ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମାନେ ଉପସ୍ଥିତ ରହିବେ |ସାମୁଦ୍ରିକ କ୍ଷେତ୍ରକୁ ସୁଦୃଢ କରିବା ଉପରେ ଗୁରୁତ୍ବଦେବା ଏହି ବୈଠକର ମୂଳଲକ୍ଷ୍ୟ |ଏହି ସଭାରେ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା କିପରି ବଜାୟ ରହିବ ମଧ୍ୟ ବୈଠକରେ ଗୁରୁତ୍ବ ଦିଆଯିବ, ଚୀନର ନାଁ ନ ନେଇ ବୈଠକରେ କଡା ଚେତାବନୀ ଦିଆଯାଇଛି |ବଳପୂର୍ବକ ଯଥାସ୍ଥିତ ପରିବର୍ତ୍ତନ ଉଦ୍ୟମକୁ ବିରୋଧ କରିବାକୁ ନିଷ୍ପତ୍ତି ନିଆଯିବ |

Show More

Related Articles

Back to top button