Breaking PLUSଓଡ଼ିଶାମୁଖ୍ୟ ଖବର

ହୋଟେଲ ମେଫେୟାର ରାସ୍ତାରେ ଖେଳପ୍ରେମୀଙ୍କ ଭିଡ଼

କଟକ -ବାରବାଟୀରେ ଭାରତ-ଇଂଲଣ୍ଡ ମହାଲଢ଼େଇ । କିଛି ସମୟରେ ବାରବାଟୀ ଅଭିମୁଖେ ବାହାରିବେ ଦୁଇ ଦଳ  । ହୋଟେଲ ମେଫେୟାର ରାସ୍ତାରେ ଖେଳପ୍ରେମୀଙ୍କ ଭିଡ଼ ଜମିଛି । ଖେଳାଳିଙ୍କ ଝଲକ ପାଇବାକୁ ଭିଡ଼ ଜମାଇଛନ୍ତି ଫ୍ୟାନ ।

Show More

Related Articles

Back to top button