Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ

ଭୁବନେଶ୍ୱର- ପାଣିପାଗ ବିଭାଗ ସୂଚନା ଅନୁଯାଇ ରାଜ୍ୟରେ ଉଷ୍ମ ଜଳୀୟବାଷ୍ପ ପୂର୍ଣ ବାୟୁ ପ୍ରବେଶ ହୋଇଛି |ଗୁରୁଚାପ ବଳୟ ଯୋଗୁଁ ରାଜ୍ୟରେ ଉଷ୍ମ ଜଳୀୟବାଷ୍ପ ବାୟୁ ପ୍ରବେଶ ଫଳରେ ରାତ୍ରି ତାପମାତ୍ରା ବୃଦ୍ଧି ସହ ଶୀତର ପ୍ରକୋପ କମିବା ମଧ୍ୟ ସମ୍ଭାବନା ରହିଛି |