Breaking PLUSଓଡ଼ିଶାମୁଖ୍ୟ ଖବର

୨୩୮୦ ଗାଁକୁ ଏବେବି ନାହିଁ ରାସ୍ତା

ଭୁବନେଶ୍ୱର, 18 ଫେବ୍ରୁଆରି – ୨୩୮୦ ଗାଁକୁ ଏବେବି ନାହିଁ ରାସ୍ତା। ମୟୂରଭଞ୍ଜ ଜିଲ୍ଲାରେ ୫୮ ଗାଁକୁ ରାସ୍ତା ନାହିଁ। ବିଜେପି ବିଧାୟିକା ସଂଜଳି ମୁର୍ମୁଙ୍କ ମୂଳ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ।

କନଭରଜେନ୍ସ ଯୋଜନାର ରାସ୍ତା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ପୁର୍ବରୁ ସିଏଫସି, ଏସଏଫସି, ଏମଏଲଏ ଲ୍ୟାଡ, ଏମପି ଲ୍ୟାଡ, ମନରେଗାରେ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା ଥିଲା। କିନ୍ତୁ ଚଳିତ ଥର ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଏଥିପାଇଁ ବ୍ୟବସ୍ଥା ରହିଛି। ଏହି ଯୋଜନାର ୩୫ ପ୍ରତିଶତ ଅର୍ଥ ଗାଁ ରାସ୍ତା ନିର୍ମାଣରେ ଖର୍ଚ୍ଚ ପାଇଁ ପ୍ରାବଧାନ ରହିଛି। ଗ୍ରାମସଭା ମାଧ୍ୟମରେ ଆସୁଥିବା ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁର କରାଯିବ।

Show More

Related Articles

Back to top button