Breaking PLUSଓଡ଼ିଶାମୁଖ୍ୟ ଖବର
ଏସ୍ସିବି ବଡ଼ ମେଡିକାଲ୍ରେ ବଡ଼ ଅବ୍ୟବସ୍ଥା

କଟକ: ଏସ୍ସିବି ବଡ଼ ମେଡିକାଲ୍ରେ ବଡ଼ ଅବ୍ୟବସ୍ଥା । ରଞ୍ଜନରଶ୍ମି ବିଭାଗରେ ୪୫ ମିନିଟ୍ରୁ ଅଧିକ ସମୟ କଟିଲା ବିଦ୍ୟୁତ୍ । ଅଲଟ୍ରାସାଉଣ୍ଡ ପାଇଁ ଅପେକ୍ଷାରେ ରହିଲେ ବହୁ ଗୁରୁତର ରୋଗୀ । ଦୀର୍ଘ ସମୟ ବିଦ୍ୟୁତ କଟିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।