Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକାରେ ସ୍ୱର୍ଣ୍ଣ ଯୁଗର ଆରମ୍ଭ- ଟ୍ରମ୍ପ

ସଂସଦରେ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ ସମ୍ବୋଧନ କରି କହିଛନ୍ତି ଯେ ଆମେରିକା ଲାଗି ସୁବର୍ଣ୍ଣ ଯୁଗର ଆରମ୍ଭ ହୋଇଛି। ଆମେରିକା ନିଜ ପୁରଣା ଆନ୍ଦାଜରେ ଫେରିଛି। ଆମେରିକାର ସ୍ୱପ୍ନକୁ କେହି ଅଟକାଇ ପାରିବେ ନାହିଁ ବୋଲି ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି । ଜୋ ବାଇଡେନ୍‌‌ ସବୁଠାରୁ ଖରାପ ରାଷ୍ଟ୍ରପତି ରହିଥିଲେ। ବାଇଡେନ୍‌‌ଙ୍କ କାର୍ଯ୍ୟକାଳ ମଧ୍ୟରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିଥିଲା। ବୈଧ ଅନୁପ୍ରବେଶ ଉପରେ ଆମେ ରୋକ ଲଗାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ସମ୍ବୋଧନରେ ପ୍ରକାଶ କରିଛନ୍ତି। ଆମେରିକା ଫେରି ଆସିଛି ଏବଂ ତାଙ୍କ ପ୍ରଶାସନ ଏବେ କାର୍ଯ୍ୟ ଆରମ୍ଭ କରିଛି ବୋଲି ଟ୍ରମ୍ପ କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button