Breaking PLUSଦେଶମୁଖ୍ୟ ଖବର
ଭୂପେଶ ବଘେଲଙ୍କ ବାସଭବନ ଉପରେ ଇଡି ରେଡ୍

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଭୂପେଶ ବଘେଲଙ୍କ ବାସଭବନ ଉପରେ ସୋମବାର ଇଡି ରେଡ୍ କରିଛି । ଅଧିକାରୀକ ସୂଚନା ମୁତାବକ ଇଡି ଟିମ ଭିଲାଇ ସ୍ଥିତ ଭୂପେଶ ବଘେଲଙ୍କ ବାସଭବନ ସହିତ ତାଙ୍କ ପୁଅ ଚୈତନ୍ୟ ବଘେଲଙ୍କ ଘର ଓ ସାରା ରାଜ୍ୟରେ ପ୍ରାୟ 14ଟି ଠିକଣାରେ ରେଡ୍ କରିଛି । ଟଙ୍କା କାରବାର ମାମଲାରେ ୧୪ଟି ସ୍ଥାନରେ ଇଡିର ରେଡ୍`



