Breaking PLUSଓଡ଼ିଶାମୁଖ୍ୟ ଖବର

ପୋଲିସ ସବ୍‌-ଇନ୍ସପେକ୍ଟର୍‌ଙ୍କୁ ଗୁଳି କରି ହତ୍ୟା

ପୋଲିସ ସବ୍‌-ଇନ୍ସପେକ୍ଟର୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପଞ୍ଜାବର ତରନତାରଣ ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଛି । ବିବାଦ ସମାଧାନ ପାଇଁ ଯାଇଥିଲେ ପୋଲିସ SI  । ବନ୍ଧୁକ ଛଡ଼ାଇ ନେଇ ଗୁଳି କରି ହତ୍ୟା କଲା ଅଭିଯୁକ୍ତ ।

Show More

Related Articles

Back to top button