Breaking PLUSଓଡ଼ିଶାମୁଖ୍ୟ ଖବର

ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର- ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ଖାଲି ପଡ଼ିଥିବା ୧୧୩୪ ପଦ ପୂରଣ ପାଇଁ ଉପ ନିର୍ବାଚନ ହେବ । ୫ ଜିଲ୍ଲା ପରିଷଦ ସଭ୍ୟ, ୪୧ ପଞ୍ଚାୟତ ସମିତି ସଭ୍ୟ, ୪୫ ସରପଞ୍ଚ  । ୨୭୨ ୱାର୍ଡ ସଭ୍ୟ ପଦ ପାଇଁ ଉପନିର୍ବାଚନ ହେବାକୁ ନିଷ୍ପତ୍ତି । ସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୭୭୧ ୱାର୍ଡରେ ନିର୍ବାଚନ ହୋଇନଥିଲା  । ଏସବୁ ସଂରକ୍ଷିତ ବର୍ଗରେ ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ବନ୍ଦ ଥିଲା  । ପରବର୍ତ୍ତୀ ପର୍ଯ୍ୟାୟରେ ୱାର୍ଡଗୁଡ଼ିକୁ ଅଣସରଂରକ୍ଷିତ କରି ନିର୍ବାଚନ ହେବ  । ଏପ୍ରିଲ ୧୭ରୁ ୨୨ ମଧ୍ୟରେ ୱାର୍ଡ ଅନୁସାରେ ଭୋଟର ତାଲିକା ହେବ  । ସଂଶୋଧିତ ଭୋଟର ତାଲିକା ମେ ୯ରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯିବ ।

Show More

Related Articles

Back to top button