Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ପୂଜା ଖେଡକର

ସିଭିଲ ସେବା ପରୀକ୍ଷାରେ ଠକେଇ ଏବଂ ଭୁଲ ଭାବରେ ଓବିସି ଏବଂ ଅକ୍ଷମତା କୋଟା ଲାଭ ପାଇବା ଅଭିଯୋଗରେ ଅଭିଯୁକ୍ତ ପୂର୍ବତନ ଆଇଏଏସ ପ୍ରୋବେସନର ପୂଜା ଖେଡକରଙ୍କୁ ମେ ୨ରେ ଦିଲ୍ଲୀ ପୁଲିସ ସମ୍ମୁଖରେ ହାଜର ହେବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ବି.ଭି. ନାଗାରଥନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଜାରି କରିଛନ୍ତି।

Show More

Related Articles

Back to top button