Breaking PLUSଓଡ଼ିଶାମୁଖ୍ୟ ଖବର

କମିଲା ସୁନା ମୂଲ୍ୟ

ଭୁବନେଶ୍ୱର : ଗତ କିଛି ଦିନ ତଳେ ସୁନା ଦାମ୍‌ ଏକ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ଏବେ ମୂଲ୍ୟ ଧିରେ ଧିରେ ହ୍ରାସ ପାଉଛି ।

ଏପ୍ରିଲ ୨୮ ଅର୍ଥାତ୍‌ ସୋମବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୭,୫୩୦ ଟଙ୍କା ରହିଛି । ଗତକାଲି ଏହା ୯୮,୨୧୦ ଟଙ୍କା ଥିଲା । ଏଥିରେ ୬୮୦ ଟଙ୍କା ହ୍ରାସ ହୋଇଛି ।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୯,୪୦୦ ଟଙ୍କା ରହିଛି । ଗତକାଲି ଏହା ୯୦,୦୨୦ ଟଙ୍କା ଥିଲା । ଏଥିରେ ୬୨୦ ଟଙ୍କା ହ୍ରାସ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button