Breaking PLUSଓଡ଼ିଶାମୁଖ୍ୟ ଖବର
ବ୍ରହ୍ମପୁରରେ ରହୁଥିବା ପାକିସ୍ତାନୀ ମହିଳା ଏବେ ଜାମସେଦପୁର

ଭୁବନେଶ୍ୱର-ବ୍ରହ୍ମପୁରରେ ରହୁଥିବା ପାକିସ୍ତାନୀ ମହିଳା ଏବେ ଜାମସେଦପୁରରେ । ଏନେଇ ସୂଚନା ଦେଲେ ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ।‘୧୯୮୦ରୁ ରାହୁଲପିଣ୍ଡିରୁ ଆସି ବ୍ରହ୍ମପୁରରେ ରହୁଥିଲେ’ ।‘ମହିଳାଙ୍କର ୩ ଝିଅ ଅଛନ୍ତି, ଦୁଇ ଜଣ ବିବାହ କରି ସାରିଛନ୍ତି’ । ‘ମହିଳା ଜଣଙ୍କ ଏବେ ବଡ଼ଝିଅ ସହ ଜାମସେଦପୁରରେ ଅଛନ୍ତି’ ।‘ଜାମସେଦପୁର ଏସ୍ପିଙ୍କୁ ମଧ୍ୟ ଏନେଇ ଜଣାଇ ଦିଆଯାଇଛି’ ।‘କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଓ ଆଇନ ଅନୁଯାୟୀ ପଦକ୍ଷେପ ନେବୁ’ ବୋଲି ଏସପି କହିଛନ୍ତି ।