Breaking PLUSଓଡ଼ିଶାମୁଖ୍ୟ ଖବର

ପାକିସ୍ତାନୀ ଗୁପ୍ତଚରଙ୍କୁ ଛଡ଼ାଯିବନି-ପୃଥ୍ୱୀରାଜ

ଭୁବନେଶ୍ୱର- କୌଣସି ବି ପରିସ୍ଥିତିରେ ପାକିସ୍ତାନୀ ଗୁପ୍ତଚରଙ୍କୁ ଛଡ଼ାଯିବନି। ଯେତେ ଯାହାର ଲିଙ୍କ୍ ଥିବ, ସବୁ ବାହାରିବ। ଏଥିଲାଗି ଏନ୍ଆଇଏ ୟୁଟ୍ୟୁବରଙ୍କ ପାକିସ୍ତାନୀ ଗୁପ୍ତଚର ଲିଙ୍କ୍‌ ପ୍ରସଙ୍ଗରେ ତଦନ୍ତ କରୁଛି। ଯାହାର ଲିଙ୍କ୍‌ ବାହାରିବ ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ଆଜି ଏଭଳି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Show More

Related Articles

Back to top button