Breaking PLUSଓଡ଼ିଶାମୁଖ୍ୟ ଖବର

ତାଡ଼ପାଲା ଅଞ୍ଚଳରେ ମାଓ ଆଡ୍ଡାକୁ ଧ୍ୱଂସ କଲେ ସୁରକ୍ଷାବାହିନୀ

ବିଜାପୁ- ବିଜାପୁର ଅପରେସନରେ ସୁରକ୍ଷାବାହିନୀକୁ ବଡ଼ ସଫଳତା  । ତାଡ଼ପାଲା ଅଞ୍ଚଳରେ ମାଓ ଆଡ୍ଡାକୁ ଧ୍ୱଂସ କଲେ ସୁରକ୍ଷାବାହିନୀ  । ୫୧ଟି BGL, ୫ଟି IED ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ନଷ୍ଟ କରାଯାଇଛି । କୋବ୍ରା ଓ CRPFର ମିଳିତ ଅପରେସନରେ ମାଓ ଆକ୍ରମଣ ଯୋଜନା ପଣ୍ଡ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button