Breaking PLUSଓଡ଼ିଶାମୁଖ୍ୟ ଖବର

ଘର ତାଲା ଭାଙ୍ଗି ଭିତରେ ପଶିଲା ପୋଲିସ

ଭୁବନେଶ୍ବର- ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥିତ ଏକ ଘର ତାଲା ଭାଙ୍ଗି ଭିତରେ ପଶିଲା ପୋଲିସ । ଯେଉଁ ଘରେ ସେକ୍ସ ରାକେଟ ଠାବ ହୋଇଥିଲା । ସେହି ଘରେ ଚଢ଼ାଉ କରିଛି । ଦୁଷ୍କର୍ମର ଶିକାର ନବାଳିକା ବାବଦରେ ତଥ୍ୟ ସଂଗ୍ରହ ପାଇଁ ଘରେ ପଶିଲେ ।

Show More

Related Articles

Back to top button