Breaking PLUSଓଡ଼ିଶାମୁଖ୍ୟ ଖବର
ୟୁନିଟ୍-୧ ପରିବା ମାର୍କେଟ୍ରେ ଅଗ୍ନିକାଣ୍ଡ ପରେ ହାତାହାତି

ଭୁବନେଶ୍ୱର- ୟୁନିଟ୍-୧ ପରିବା ମାର୍କେଟ୍ରେ ଅଗ୍ନିକାଣ୍ଡ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଉପସ୍ଥିତିରେ ଗୋଡ଼ାଇ ଗୋଡ଼ାଇ ପିଟିଲେ । ଚେୟାର ଉଠାଇ ଆକ୍ରମଣ କରିବା ଦୃଶ୍ୟ ସାମ୍ନାକୁ ଆସିଲା ।ଦୋକାନୀ-ଦୋକାନୀ ବିବାଦରୁ ଆକ୍ରମଣ ସୂଚନା ମିଳିଛି ।



