Breaking PLUSଓଡ଼ିଶାମୁଖ୍ୟ ଖବର

ନାରାୟଣପାଟଣାରେ ପାହାଡ଼ରୁ ଧସିଲା ପଥର

ଲକ୍ଷ୍ମୀପୁର: ମୋନ୍ଥାର ପ୍ରଭାବ । ନାରାୟଣପାଟଣାରେ ପାହାଡ଼ରୁ ଧସିଲା ପଥର  । ନାକଟିପଦର-ତଳଗୁମାଣ୍ଡି ରାସ୍ତାରେ ଧସିଲା ପଥର । ଫଳରେ ବୋରିପୁଟ-ନାକଟିପଦର ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Show More

Related Articles

Back to top button