Breaking PLUSଓଡ଼ିଶାମୁଖ୍ୟ ଖବର
		
	
	
ପାଣିଛତ୍ର ରାସ୍ତା ସମାଠାରେ ଲକ୍ଷ୍ମୀ ବସ୍ ଦୁର୍ଘଟଣାଗ୍ରସ୍ତ

କୋଣାର୍କ: ପାଣିଛତ୍ର ରାସ୍ତା ସମାଠାରେ ଲକ୍ଷ୍ମୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ବିଲକୁ ଖସିଲା ଲକ୍ଷ୍ମୀ ବସ୍ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୦ ଯାତ୍ରୀ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।
 
				 
					


