Breaking PLUSଓଡ଼ିଶାମୁଖ୍ୟ ଖବର

ପଞ୍ଚୁକ ପରେ ହେବ ରତ୍ନଭଣ୍ଡାରର ଗଣତିମଣତି

ପୁରୀ- ପଞ୍ଚୁକ ପରେ ହେବ ରତ୍ନଭଣ୍ଡାରର ଗଣତିମଣତି । ଏନେଇ ପ୍ରକିୟା ଜାରି ରହିଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ମରାମତି ସରିବା ପରେ ଏବେ ରତ୍ନର ଗଣତି କରାଯିବ । ଯାହାକୁ ନେଇ ଦୀର୍ଘଦିନରୁ ଦାବି ହୋଇଆସୁଥିଲା ।

Show More

Related Articles

Back to top button