Breaking PLUSଓଡ଼ିଶାମୁଖ୍ୟ ଖବର

ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ୫ ଜଣ ଅଟକ

ବାରିପଦା: ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ୫ ଜଣ ଅଟକ । ବୈଶିଙ୍ଗା ଥାନା ଅଞ୍ଚଳରୁ ବ୍ୟବସାୟୀଙ୍କୁ ଉଦ୍ଧାର କଲା ମୟୂରଭଞ୍ଜ ପୋଲିସ । ଜମି ଟଙ୍କା ନେଣଦେଣକୁ ନେଇ ଅପହରଣ ହୋଇଥିବା ସୂଚନା ମିଳିଛି । କାଲି ବ୍ୟବସାୟୀଙ୍କୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

Show More

Related Articles

Back to top button